fbpx

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ୧୨ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋବକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ରୁ ଅଧିକ ପ୍ରସ୍ତାବକୁ ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି। ଏହି ପ୍ରସ୍ତାବ ଗୁଡ଼ିକ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ କ୍ୟାଡର ପୁନର୍ଗଠନ, ଜଳସମ୍ପଦ , କୃଷି, ପଞ୍ଚାୟତିରାଜ,ସ୍ବାସ୍ଥ୍ୟ, ଶିକ୍ଷା ବିଭାଗର କିଛି ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିପାରେ ବୋଲି ଜଣାପଡିଛି।

Get real time updates directly on you device, subscribe now.