fbpx

ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପିଛିଲା ଭାବେ ଲାଗୁ ହୋଇଛି । ଜୁଲାଇ ୨୦୧୯ରୁ ଲାଗୁ ହୋଇଛି ୫ ପ୍ରତିଶତ ମହଙ୍ଗା ଭତ୍ତା । ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର । ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ବଢି ୧୭ ପ୍ରତିଶତ ବୃଦ୍ଧି ହୋଇଛି । ପୂର୍ବରୁ ଚଳିତବର୍ଷ ଜାନୁଆରୀରୁ ଲାଗୁ ହୋଇଥିବା ମହଙ୍ଗା ଭତ୍ତା ।

Get real time updates directly on you device, subscribe now.