fbpx

Breaking News; ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ପଥରମାଡ଼: ଭାଙ୍ଗିଯାଇଛି ରୁଦ୍ର ମହାରଥୀଙ୍କ ଗାଡ଼ି

AAKASH

ପୁରୀ: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଖୁବ ସରଗରମ ରହିଛି । ବିଶେଷ କରି ପିପିଲି ରାଜନୀତି ଖୁବ ଚର୍ଚ୍ଚାରେ ରହିଛି । ଏହାଭିତରେ ଆଜି ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ନିମାପଡ଼ା ତେରୁଣ୍ଡିଆ ଗାଁ ଭିତରେ ପିପିଲି ବିଧାୟକ ରୁଦ୍ରପ୍ରସାଦ ମହାରଥୀଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତ ପଥରମାଡ଼ କରିଛନ୍ତି । ଦୁବୃତ୍ତଙ୍କ ପଥରମାଡ଼ରେ ବିଧାୟକଙ୍କ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି । ତେବେ ବିଧାୟକ ରୁଦ୍ର ମହାରଥୀଙ୍କ ସ୍ଥିତି ବିଷୟରେ ବର୍ତ୍ତମାନ କିଛି ଜଣା ପଡ଼ିନାହିଁ ।

Get real time updates directly on you device, subscribe now.