fbpx
BSKY SKY
BSKY SKY

ଟ୍ରେନ୍ ପରେ ବିମାନ ସେବାରେ ବ୍ରେକ୍: କାଲି ରାତିରୁ ଘରୋଇ ଉଡାଣ ବନ୍ଦ

BSKY

ନୂଆଦିଲ୍ଲୀ,୨୩ ।୩: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଘରୋଇ ବିମାନ ସେବା ଉପରେ ବ୍ରେକ୍ ଲଗାଯାଇଛି । ଆସନ୍ତାକାଲି ରାତି ୧୨ଟାରୁ ବିମାନ ଉଡାଣ ନିଷେଧ ହୋଇଛି । କିନ୍ତୁ ମାଲ୍ ପରିବହନ ବିମାନ ପାଇଁ ଏହି ପ୍ରତିବନ୍ଧକ ଲାଗୁ ହେବନାହିଁ । ଏନେଇ ମଙ୍ଗବାର ରାତି ୧୨ଟା ପୂର୍ବରୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଯୋଜନା କରିନିଅନ୍ତୁ ।

ପୂର୍ବରୁ ରେଳ ସେବାରେ ମଧ୍ୟ ପ୍ରତିବନ୍ଧକ ଲଗାସରିଛି । କରୋନା ଯୋଗୁ ବର୍ତ୍ତମାନ ରେଳ ଓ ବିମାନ ଉପରେ ବ୍ରେକ୍ ଲଗାଯାଇଛି ।

Get real time updates directly on you device, subscribe now.