fbpx

ଅଜବ ପରମ୍ପରା: ଏଠାରେ ଜୀବନ୍ତ ମଣିଷକୁ ପୋତି ଦିଆଯାଏ, ବନ୍ଧୁ ପରିଜନ ହୁଅନ୍ତି ନାଚଗୀତରେ ମସଗୁଲ୍

ଏକଥା ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଆଜି ଆମେ ଆପଣମାନଙ୍କୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଅଛୁ । ଏହି ପରମ୍ପରା ଅନୁଯାୟୀ, ଜଣେ ଲୋକକୁ ଜୀବନ୍ତ ପୋତି ଦିଆଯାଏ ।

ଏହି ପରମ୍ପରା କ୍ୟୁବାରେ ‘ବୁଜି’ ଉତ୍ସବ ନାମରେ ପାଳନ କରାଯାଏ । ଜୀବିତ ଲୋକକୁ ଏକ କଫିନରେ ବନ୍ଦ କରିବା ପରେ ସହର ପରିକ୍ରମା କରାଯାଏ । କଫିନ ସହ ସେହି ବ୍ୟକ୍ତିଙ୍କ ବନ୍ଧୁ ପରିଜନ ଯାଇଥାନ୍ତି । ସମସ୍ତେ ମଦ ନିଶାରେ ଖୁସିରେ ନାଚଗୀତରେ ମସଗୁଲ୍ ହୋଇଥାନ୍ତି । ଏଥିସହ ଧଳ ରଙ୍ଗର କେଶଧାରୀ ଜଣେ ମହିଳାଙ୍କୁ ବିଧବା ବନାଯାଏ । କ୍ୟୁବାରେ ଏହି ପରମ୍ପରା ବିଗତ ୩୦ ବର୍ଷ ଧରି ଚାଲିଆସୁଛି ।

Get real time updates directly on you device, subscribe now.