fbpx

୧୨ ଘଣ୍ଟିଆ ବଙ୍ଗମୁଣ୍ଡା ବନ୍ଦ

କଣ୍ଡାବାଞ୍ଜି,୨୩ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ବଙ୍ଗମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବଙ୍ଗମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବଙ୍ଗମୁଣ୍ଡାକୁ ଏନଏସି ମାନ୍ୟତା ଦାବି ସମେତ ୩ ଦଫା ଦାବିକୁ ନେଇ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଅଞ୍ଚଳର ସମସ୍ତ ସରକାରୀ ଅଫିସ୍ ଓ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଗାଡି ଚଳାଚଳ ମଧ୍ୟ ଠପ୍ ହୋଇଛି ।

Get real time updates directly on you device, subscribe now.