fbpx

ବିଡିଓଙ୍କ ବଦଳି ଦାବିରେ ଖଇରପୁଟ ବନ୍ଦ

ମାଲକାନଗିରି,୧୯ ।୧୨(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ଖଇରପୁଟ ବିଡିଓଙ୍କ ବଦଳି ଦାବିରେ ଖଇରପୁଟ ବ୍ଲକ ବନ୍ଦ କଲେ ଅଞ୍ଚଳବାସୀ । ବିଡିଓଙ୍କ ନାମ ବିଶ୍ୱଜିତ୍ ବର୍ମନ ହୋଇଥିବା ବେଳେ ସେ ବିଭିନ୍ନ କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ଏନେଇ କାଲି ବ୍ଲକ୍ କାର୍ଯ୍ୟାଳୟ ଘେରିଥିଲେ ବ୍ଲକ୍ ଅଧ୍ୟକ୍ଷା ଓ ଜନ ପ୍ରତିନିଧି ।

Get real time updates directly on you device, subscribe now.