fbpx

ଅଚାନକ୍ ନାଚିବାରେ ଲାଗିଲେ ନାଗ-ନାଗୁଣୀ, ଭାଇରାଲ ଭିଡିଓ

କାହାଣୀରେ ସାପ ନୃତ୍ୟ କରନ୍ତି ବୋଲି ତ ସମସ୍ତେ ଶୁଣିଥିବେ । କିନ୍ତୁ ବହୁତ କମ ଲୋକ ସାପମାନଙ୍କ ନୃତ୍ୟ ଦେଖିଥିବେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସାପ ନାଚୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓଟି ଗଲ୍ଫ କୋର୍ସରେ ସୁଟିଂ କରାଯାଇଥିବା ବେଳେ ଜଣେ ଟ୍ୱିଟର ବ୍ୟବହାରକାରୀ ଏହାକୁ ସେୟାର କରିଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । କିଛି ଲୋକ ଏହାକୁ ସୁନ୍ଦର ବୋଲି କହୁଥିବା ବେଳେ କିଛି ଲୋକ ଏଥିରେ ରାଗିଯାଇଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭାଇରାଲ ଭିଡିଓଟିକୁ..

Get real time updates directly on you device, subscribe now.