fbpx

ଏନକାଉଣ୍ଟରରେ ୪ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର, ୧୫ା୩: ଜାମ୍ମୁକାଶ୍ମୀର ସ୍ଥିତ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଳା । ଯାହାଫଳରେ ଏନକାଉଣ୍ଟରେ ଚାରି ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି । ଲସ୍କର ଓ ହିଜିବୁଲର ୪ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଅନନ୍ତନାଗ ଓ କୁଲଗାମରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

Get real time updates directly on you device, subscribe now.