fbpx
BJD SKY
BJD SKY

ପାରିବାରିକ କଳହ ପାଇଁ ଚାଲିଯିବ କି ଡାକ୍ତର ସୁମିତଙ୍କ ସରକାରୀ ଚାକିରୀ? ଶୁଣନ୍ତୁ କ’ଣ କହୁଛନ୍ତି ସୁମିତଙ୍କ ସିନିୟର

BJD

ଗଞ୍ଜାମ: ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲାକୁ ନେଇ ଚର୍ଚ୍ଚା ଲାଗିରହିଛି । ଶାଶୁ ଘରେ ନିଜର ହକ୍ ପାଇଁ ଧାରଣାରେ ବସିଥିବା ତପସ୍ୱିନୀଙ୍କ ମାମଲାରେ କୋର୍ଟ ଜାରି ରହିଛି ଶୁଣାଣି । କୋର୍ଟ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ସୁମିତଙ୍କ ପରିବାର ପକ୍ଷ ରଖିବାକୁ ଆଉ ୭ ଦିନ ଅଧିକ ସମୟ ମାଗିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସୁମିତ୍ ଗେଷ୍ଟ ହାଉସ ଛାଡ଼ି ଫେରାର ହୋଇଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ ସୁମିତ୍ ।

ସେପଟେ ସୁମିତଙ୍କ ଓକିଲଙ୍କ କହିବା ଅନୁଯାୟୀ ସୁମିତ୍ ସୁମିତ୍ କେଉଁଆଡେ ଫେରାର ହୋଇନାହଁନ୍ତି ସେ ବାଲିସିରାରେ ଅଛନ୍ତି । ଏହାରି ମଧ୍ୟରେ ବାରମ୍ବାର ଚାକିରିରୁ ଛୁଟି ନେବା ତାଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ କାରଣ ପ୍ରଥମେ ୫ ଦିନ ଛୁଟି ମାଗିଥିବା ପରେ ଏବେ ସେ ପୁଣି ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଛନ୍ତି । ତେବେ ପାରିବାରିକ କଳହରୁ ତାଙ୍କର ଚାକିରି ମଧ୍ୟ ଯାଇପାରେ । ଏନେଇ ତାଙ୍କର ସିନିୟର ପ୍ରତିକ୍ରିୟା ରଖିଛନ୍ତି । ଶୁଣନ୍ତୁ କ’ଣ କହୁଛନ୍ତି ତାଙ୍କ ସିନିୟର…

Get real time updates directly on you device, subscribe now.