fbpx
BJD SKY
BJD SKY

ତାମିଲନାଡୁ ଛୁଇଁଲା ଓମିକ୍ରନ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯କୁ ବୃଦ୍ଧି

BJD

ତାମିଲନାଡୁରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । ନାଇଜେରିଆରୁ ଦୋହା ଦେଇ ଆସିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଚିହ୍ନଟ । ଏହାକୁ ମିଶାଇ ଦେଶରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯କୁ ବୃଦ୍ଧି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସର ନୂତନ ଭାରିଆଣ୍ଟ । ଏହା ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି କୁହଯାଉଛି । ଭାରତରେ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ଚେନ୍ନାଇ, କୋଲକାତା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.