fbpx
BJD SKY
BJD SKY

ପ୍ରଥମ ଥର ଲୁଚି ଲୁଚି Kiss କରୁଥିବା ବେଳେ Sunny Leoneଙ୍କୁ ଧରି ପକାଇଥିଲେ ବାପା, ଆଉ ତାପରେ…

BJD

ନୂଆଦିଲ୍ଲୀ: ‘ସନି ଲିଓନି’ ଏହି ନାମଟିକୁ କିଏ ବା ନ ଜାଣେ। ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କୁ ଛୋଟରୁ ବଡ଼ ଯାଏଁ ସମସ୍ତେ ଜାଣନ୍ତି। କାରଣ ସନି ଲିଓନି ହେଉଛନ୍ତି ଜଣେ ଖୁବ ଜଣାଶୁଣା ବଲିଉଡ ଅଭିନେତ୍ରୀ, ମଡେଲ ଏବଂ ପୂର୍ବତନ ପର୍ଣ୍ଣଷ୍ଟାର। ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା କରାଯାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସନି ହେଉଛନ୍ତି ଜଣେ। ତେବେ ସନି ତାଙ୍କର ବୋଲ୍ଡ ଏବଂ ଗ୍ଲାମରସ ଅନ୍ଦାଜକୁ ନେଇ ସବୁଠି ପରିଚିତ ହୋଇଛନ୍ତି। ସନିଙ୍କର ସବୁଠାରୁ ଖାସ୍ କଥା ହେଲା, ତାଙ୍କର ବୋଲ୍ଡନେସ୍ ଭିତରେ ମଧ୍ୟ ତାଙ୍କର ସୁନ୍ଦରତା ନଜର ଆସିଥାଏ । ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରନ୍ତି। ଆଉ ସନି ଲିଓନିଙ୍କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥାଏ। ସନି ନିଜ ଜୀବନରେ ବହୁ ସଂଘର୍ଷ କରିଛନ୍ତି। ସେଥିପାଇଁ ସେ ଆଜି ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆସନ୍ତୁ ଆଜି ଜାଣିବା ତାଙ୍କ ଜୀବନର ଏକ ରହସ୍ୟ ବିଷୟରେ, ଯାହା ଆପଣଙ୍କୁ ଜଣା ନାହିଁ।

ସନିଙ୍କର ପ୍ରଥମ କିସ୍ ଘଟଣା ବହୁତ ଖତରନାକ ଥିବା ବେଳେ ସେ ନିଜେ ହିଁ ଏହି କିସ୍ ବା ଚୁମ୍ବନର ରସହ୍ୟ ଖୋଲିଥିଲେ। ସନି ଅନଟୋଲ୍ଡ ଷ୍ଟୋରୀ’ର ପ୍ରମୋସନ ସମୟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ତାଙ୍କର ପ୍ରଥମ କିସର ଅନୁଭୂତି ଅତ୍ୟନ୍ତ ଖତରନାକ୍ ଥିଲା । କାରଣ କିସ୍ ସମୟଷର ସେ ଧରାପଡିଯାଇଥିଲେ । ସନିଙ୍କ ବାପା ହିଁ ନାଲି ହାତରେ ସେମାନଙ୍କୁ ଧରିବା ସହ ବହୁତ ଗାଳି କରିଥିଲେ । ସ୍କୁଲ ସମୟରେ ହିଁ ସନି ନିଜର ପ୍ରେମିକକୁ ପ୍ରଥମ କିସ୍ କରିଥିଲେ । ସନିଙ୍କୁ ତାଙ୍କ ପିତା ଦେଖିବା ପରେ ଗାଳି ଗୁଲଜ କରିବା ସହ ଘରେ ଏନେଇ ହୋହାଲ୍ଲା ହୋଇଥିଲା ।

 

Get real time updates directly on you device, subscribe now.