fbpx

ରାଜ୍ୟ ସରକାରଙ୍କୁ ସୁରଙ୍କ ଚେତାବନୀ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ସୁର । ଏଥିପାଇଁ ସେ ସରକାରଙ୍କୁ ୩୫ ଦିନର ମହଲତ ଦେଇଛନ୍ତି । ଜାନୁୟାରୀ ୨୬ ସୁଦ୍ଧା ସ୍ଥିତିବାନ ଜମି ଓ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବି ପୂରଣ ନହେଲେ ୨୭ ତାରିଖରେ ସେ ନବୀନ ନିବାସ ଘେରାଉ କରିବାର ଧମକ ଦେଇଛନ୍ତି । ଦାବି ପୂରଣ ନହେଲେ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବାକୁ ସୁର ରାଉତରାୟ ଚେତାବନୀ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.