fbpx

ପ୍ରବାସୀ ଓଡିଆଙ୍କ ଦାୟିତ୍ୱରେ ସୁରେଶ ମହାପାତ୍ର

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ୱ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ପ୍ରବାସୀ ଘରବାହୁଡା ପ୍ରକ୍ରିୟାର ସମସ୍ତ ତଦାରଖ କରିବେ । ଏହା ସହ ଶ୍ରମ କମିଶନର ଓ ଗୃହ ସଚିବ ଏହି ପ୍ରକ୍ରିୟାରେ ସମନ୍ୱୟ ରକ୍ଷା କରିବେ ।

Get real time updates directly on you device, subscribe now.