fbpx

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଲେ ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ରାଷ୍ଟଦୂତ ରେଡ୍ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆବାସ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ସାକ୍ଷାତ ସୌଜନ୍ୟମୂଳକ ଥିଲା ।’

ରାଜ୍ୟ ସରକାରଙ୍କୁ ପ୍ରଶଂସା ଆବାସ କହିଛନ୍ତି ଯେ, ରାଜ୍ୟ ସରକାର ଭଲ କାମ କରୁଛନ୍ତି । ମିଳିମିଶି କିପରି କାମ କରାଯିବ ସେନେଇ ଆମର ଆଲୋଚନା ହେଲା । ଦ୍ୱିପାକ୍ଷିକ ଓ ବାଣିଜ୍ୟ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି ।’

Get real time updates directly on you device, subscribe now.