fbpx

ମନ ଜିଣିଲା ଟି-୨୦ ମହିଳା ୱାଲ୍ଡ କପ୍ ; ଯାହା କରିପାରିଲାନି ଦେଶ, ତାହା କରି ଦେଖାଇଲେ ମହିଳା କ୍ରିକେଟ୍ ଦଳ

Advertisement

ନୂଆଦିଲ୍ଲୀ : ଟି-୨୦ ୱାଲ୍ଡ କପ୍ ୨୦୨୩ରେ ଭାରତୀୟ ମହିଳା ଦଳ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ରବିବାର ହୋଇଥିବା ମ୍ୟାଚ୍ ରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରଚିଛି । କେବଳ ସେତିକି ନୁହେଁ ଏହି ମ୍ୟାଚ୍ ପରେ ଭାରତ ଓ ପାକିସ୍ତାନର ମହିଳା ଦଳ ଅନ୍ୟ ଏକ ଇତିହାସ ରଚିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଅନେକ ପ୍ରସଂଶା ସାଉଁଟିଛି । ଭିଡିଓରେ ଦେଖିବକାକୁ ମିଳିଛି ଯେ ଉଭୟ ଟିମ ସଦସ୍ୟ ଥଟ୍ଟା ମଜା କରିବା ସହ ପରସ୍ପରକୁ ଆଲଙ୍ଗିନ କରିଛନ୍ତି । ପାକିସ୍ତାନର ମହିଳା କ୍ରିକେଟ ଦଳ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି । ଭାରତୀୟ ମହିଳା ଦଳର କ୍ୟାପଟେନ୍ ହରମନପ୍ରୀତ, ଉପ-କ୍ୟାପଟେନ୍ ସ୍ମୃତି ସନ୍ଧାନା, ଷ୍ଟାର ପ୍ଲୋୟାର ଶେଫାଳୀ ବର୍ମାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ଦେଖିବାକୁୂ ମିଳିଥିଲା ।

ଉଭୟ ଦଳର ଖେଳାଳି ଗ୍ରୁପ୍ ଫଟୋ ନେବା ସହ ଅଟୋଗ୍ରାଫ୍ ଟି-ସାର୍ଟ ପରସ୍ପର ଏକ୍ସଚେଞ୍ଜ କରିଥିଲେ । ଏହି ଦୃଶ୍ୟ ଅନେକଙ୍କ ମନ ଜଣିଛି ।

मैच के बाद साथ आए भारत-पाकिस्तान के खिलाड़ी
ଯଦି ଆମେ ମ୍ୟାଚ୍ ବିଷୟରେ କଥା ହେବା ତେବେ ପାକିସ୍ତାନ ୧୪୯ ରନ୍ କରି ହାସଲ କରି ଇଣ୍ଡିଆ ଟିମ୍ ଟାର୍ଗେଟ ଛାଡିଥିଲା । ଏହାର କାଉଣ୍ଟର ଟାର୍ଗେଟରେ ୩ ୱିକେଟ୍ ହରାଇ ଭାରତ ୧୫୧ ରନ୍ ରେ ମ୍ୟାଚ୍ ଜିତିଥିଲେ ।
ଭାରତର ଆଗାମୀ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ ୱେଷ୍ଟଇଣ୍ଡିଜ୍ ସହ ରହିଛି । ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡରେ ସହ ରହିଛି ।

Get real time updates directly on you device, subscribe now.