Breaking News ଇସ୍ତାନବୁଲ: ନାଇଟକ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ, ଅନେକ ଆହତ Manas Pradhan Apr 2, 2024 ନୂଆଦିଲ୍ଲୀ: ତୁର୍କୀର ଅନ୍ୟତମ ବଡ଼ ସହର ଭାବେ ପରିଚିତ ଇସ୍ତାନବୁଲରୁ ଆସିଛି ଏକ ବଡ଼ ଖବର । ଇସ୍ତାନବୁଲର ଏକ ନାଇଟବ୍ଲକରେ ଅଗ୍ନିକାଣ୍ଡ ଘଟି ଅତିକମରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ସମ୍ପୂର୍ଣ୍ଣ ଭାବେ…