Breaking News Graduatesଙ୍କ ପାଇଁ SBIରେ ୬୦୦ ପଦ ଖାଲି, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ Manas Pradhan Sep 29, 2021 ନୂଆଦିଲ୍ଲୀ: ଗ୍ରାଜୁଏଟଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ରେ ୬୦୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ୧୮ ଅକ୍ଟୋବର ପୂର୍ବରୁ…