ଶାଶୁ ଶ୍ୱଶୁରଙ୍କ ସହ ଝଗଡ଼ା ପଡ଼ିପାରେ ଭାରି, ସମୟ ଥାଉ ଥାଉ ସୁଧାରି ନିଅନ୍ତୁ ଏହି ଭୁଲ ନଚେତ୍ ଦୂରେଇ ଯିବେ ପାର୍ଟନର
ଓଡ଼ିଶା ଭାସ୍କର: ପରିବାରରେ ଛୋଟ ଛୋଟ ଝଗଡ଼ା ହୋଇଥାଏ । ଅଧିକାଂଶ ସମୟରେ ଶାଶୁ- ବୋହୂଙ୍କ ଝଗଡ଼ାକୁ ନେଇ ବେଶି ଆଲୋଚନା ହୋଇଥାଏ । ଆଉ ଏଇ ଝଗଡ଼ାରେ ଫସିଯାଏ ବିଚାରା ସ୍ୱାମୀ । ନୂଆ ବୋହୂଟିଏ ଘରକୁ ଆସିଲେ ଶ୍ୱଶୁର ଘର ଲୋକଙ୍କ…