କଙ୍ଗନାଙ୍କୁ ଚାପୁଡ଼ା ମରାଯିବା ଘଟଣା; ଅମୃତପାଲ ସିଂଙ୍କ ପ୍ରତିକ୍ରିୟା ଶୁଣିଲେ ରାଗିବେ ବିଜେପି ସାଂସଦ
ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନ ବନ୍ଦରରେ ହିମାଚଳର ମଣ୍ଡିରୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମରାଯିବା ଘଟଣାରେ ପ୍ରତିକ୍ରିଆ ରଖିଲେ ପଞ୍ଜାବର ଖଦୁର ସାହିବର ସ୍ୱାଧୀନ ସାଂସଦ ଅମୃତପାଲ…