Breaking News ପୁଣି ଆସିବ ଲଘୁଚାପ, ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି Manas Pradhan Sep 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ସତେ ଯେପରି ଘର କରି ରହିଛି । ଗୋଟିଏ ନ ଯାଉଣୁ ପୁଣି ଗୋଟିଏ ଆସିବାକୁ ଦାନା ବାନ୍ଧୁଛି । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ…