ଅଭିନେତା ସଲମାନଙ୍କ ପଛରେ ପଡ଼ିଛି କିଏ? କ’ଣ ତାଙ୍କର ଉଦ୍ଦେଶ୍ୟ, ୨୬ ବର୍ଷ ତଳୁ ଆରମ୍ଭ ହୋଇଥିଲା ଏହି ବିବାଦ
ନୂଆଦିଲ୍ଲୀ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ପୂର୍ବରୁ ଅଜ୍ଞାତ ବ୍ୟକ୍ତିମାନେ ହତ୍ୟା ଧମକ ଦେଇଥିବା ବେଳେ ଏବେ ତାଙ୍କର ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ୬ ରାଉଣ୍ଡ ଫାୟାରିଂ କରାଯାଇଛି । ଦୁଇଟି ବାଇକରେ…