Featured ବଡ଼ବିଲ ସିନେମା ହଲ ଛକରେ ବୋମା ମାଡ Abinash Kumar Dhal Oct 3, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ବିଲ ଥାନା ସିନେମା ହଲ ଛକ ନିକଟରେ ଘଟିଯାଇଛି ବୋମାମାଡ । ସିନେମା ହଲ ଛକରେ ଥିବା ଓଡିଶା ହାର୍ଡୱେୟାରରେ ବୋମା ମାଡ଼ ଘଟିୟଛି । ମାଲିକ ଦିନେଶ ଅଗ୍ରୱାଲ ଅଳ୍ପକେ ବର୍ତି ଯାଇଥିବା ବେଳେ…