fbpx
BSKY SKY
BSKY SKY

ବଡ଼ବିଲ ସିନେମା ହଲ ଛକରେ ବୋମା ମାଡ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ବିଲ ଥାନା ସିନେମା ହଲ ଛକ ନିକଟରେ ଘଟିଯାଇଛି ବୋମାମାଡ । ସିନେମା ହଲ ଛକରେ ଥିବା ଓଡିଶା ହାର୍ଡୱେୟାରରେ ବୋମା ମାଡ଼ ଘଟିୟଛି । ମାଲିକ ଦିନେଶ ଅଗ୍ରୱାଲ ଅଳ୍ପକେ ବର୍ତି ଯାଇଥିବା ବେଳେ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି ।
କଳା ପଲସର ଦୁଇଜଣ ଆସି ବୋମା ଫିଙ୍ଗି ଚାଲିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ମସିସିଟିଭି ଛାନଭିନ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.