ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ
ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ ବୋଲି କୁହାଯାଇଥାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ…