(Video) ପ୍ରକୃତିର ବିଚିତ୍ର! ନଦୀରେ ପାଣି ଭଳି ବହି ଚାଲିଛି ରକ୍ତ…..ଦେଖିଲେ ମନ ଓ ଶରୀର ଶିହରୀ ଉଠୁଛି
ନୂଆଦିଲ୍ଲୀ: ଆଜି ବି ଆମ ବିଶ୍ୱର କୋଣ ଅନୁକୋଣର ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନର ରହସ୍ୟ ଅନେକଙ୍କ ପାଇଁ ଗୁପ୍ତ ହୋଇ ରହିଛି । ତେବେ ଏଭଳି କିଛି ରହସ୍ୟଜନକ କାହାଣୀକୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି…