Breaking News SBI ଗ୍ରାହକଙ୍କୁ ଝଟକା: ଲୋନର ସୁଧ ହାର ବୃଦ୍ଧି କଲା ବ୍ୟାଙ୍କ, ଏବେ ବଢ଼ିଯିବ EMI Manas Pradhan Sep 15, 2022 ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଋଣର ସୁଧ ହାର ବୃଦ୍ଧି କରିବା ପାଇଁ ବ୍ୟାଙ୍କ ଘୋଷଣା କରିଛି । ବେଞ୍ଚମାର୍କ ପ୍ରାଇମ…