Browsing Tag

Breaking

Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…

ରିଲ୍ସ ବେଳେ ବୁଡ଼ିଗଲେ 2 ନାବାଳକ

ଜୟପୁର: ରିଲ୍ସ କରୁ କରୁ ବୁଡ଼ିଗଲେ 2 ନାବାଳକ। ଜୟପୁରର ଗୁଲୁମି ଜଳପ୍ରପାତରେ ବୁଡି 2 ନାବାଳକ ନିଖୋଜ ଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, 2ନାବାଳକ ନବରଙ୍ଗପୁର ଜିଲ୍ଲା…

ଫାଷ୍ଟ ଫୁଡ ଦୋକାନ ବନ୍ଦ ହେଲା, ବିବାହରେ ରୋକ ଲାଗିଲା

ଯାଜପୁର: ଚାରିଆଡେ ହଇଜା ଏବଂ ଡାଇରିଆ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଯାଜପୁରର ବରୀ ଅଞ୍ଚଳରେ କର୍ତ୍ତୃପକ୍ଷ ଦୁଇ ସପ୍ତାହ ପାଇଁ ସମସ୍ତ ଖାଦ୍ୟପେୟ, ଫାଷ୍ଟଫୁଡ୍ ଷ୍ଟଲ୍, ମାଂସ ଦୋକାନ…

ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ଆହତ

କୋଇଡ଼ା: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି। ନିକଟରେ…

ଗାଁ ସାରା ସାଲୁବାଲୁ ଟିଙ୍କ, ଟିଙ୍କ ଆତଙ୍କ ପାଇଁ ଲୋକେ ହନ୍ତସନ୍ତ

ଅନୁଗୁଳ: ଗାଁରେ କମିବାର ନାଁ ନେଉନାହିଁ ଟିଙ୍କ ଆତଙ୍କ। ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ତାହା କମିବା ବଦଳରେ ଦ୍ବିଗୁଣିତ ହୋଇଯାଉଛି। ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପାଳଲହଡା ଅନ୍ତର୍ଗତ ଶ୍ରୀରାମପୁର…

ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ରାୟଗଡା: ଆମ୍ବ ତୋଟାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ କାଣିଯୋଡି ଗାଁ ଆମ୍ବ ତୋଟାରୁ। ଦିନକୁ ଦିନ ଏତେ ମାତ୍ରାରେ…

କାର ଉପରେ ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 9 ମୃତ , 2 ଗୁରୁତର

ମଧ୍ୟପ୍ରଦେଶ: ପୁଣିଥରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ 9ଜଣଙ୍କର ମୃତ୍ୟୁ ହେବା ସହିତ 2ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଝାବୁଆରେ। ସକାଳ ହେବା…

ପୁଣି ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଫାୟାରିଂ

ଭୁବନେଶ୍ୱର: ବେକାବୁ ହେଲାଣି ଅପରାଧ। ରାଜଧାନୀ ଭୁବନେଶ୍ୱରରେ ବଢ଼ି ବଢ଼ି ଚାଲିଛି ଅପରାଧ। ସର୍ବସମ୍ମୁଖରେ କରାଯାଉଛି ଆକ୍ରମଣ। ଠିକ୍ ସେହିପରି ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି। ଭୁବନେଶ୍ୱରର…

Breaking: ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀର ବେକ କାଟି ମାରିଦେଲା ପ୍ରେମିକ

ବାଲେଶ୍ୱର: ଝିଅକୁ କରୁଥିଲା ଏକ ତରଫା ପ୍ରେମ। ହେଲେ ଏଥିରେ ରାଜି ନହେବାରୁ ରାଗି ଯାଇଥିଲା ପ୍ରେମିକ ଜଣକ। ତେଣୁ ସବୁଦିନ ପାଇଁ ବାଟରୁ ଶେଷ କରିଦେବାକୁ ରଚିଥିଲା ଷଡ଼ଯନ୍ତ୍ର। ମୋର ନୁହଁ ତ ଆଉ କାହାର ନୁହଁ।…

Breaking: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫାର୍ମ ମାଲିକ ମୃତ

ଢେଙ୍କାନାଳ: ସକାଳୁ ସକାଳୁ ଫୁଟିଲା ଗୁଳି। ଫାର୍ମ ହାଉସରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ମାଲିକ ମୃତ। ହଠାତ୍ ଫାର୍ମ ହାଉସରେ ମାଲିକ ଜଣକ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆସି ଗୁଳି…