Breaking News ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି Manas Pradhan Apr 4, 2024 ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପକୁ ନେଇ ଆସିଛି ଏକ ବଡ଼ ଖବର । ବହୁ ୟୁଜର୍ସ ହ୍ୱାଟସଆପ୍ ଖୋଲୁ ପାରୁନାହାନ୍ତି । ଆପ ଲଗ୍ ଇନ୍ ହେଉନି । ‘Service Unavailable. We're having trouble connecting…