Breaking News ଆସନ୍ତା ୭ରୁ ରାଜ୍ୟରେ ବଢ଼ିବ ଶୀତ, ସୂଚନା ଦେଲା ପାଣିପାଗ ବିଜ୍ଞାନ କେନ୍ଦ୍ର Manas Pradhan Nov 4, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଖୁବଶୀଘ୍ର ଫେରିବ ଶୀତ । ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ…