କରୋନା ପରି ଚଳିତ ବର୍ଷ ଆସିପାରେ ଆଉ ଏକ ମାରାତ୍ମକ ଭାଇରସ୍: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ: କରୋନାର ଭୟାବହତା ବିଶ୍ୱବାସୀଙ୍କ ମନରୁ ନ ଲିଭୁଣୁ ପୁଣି ମାଡ଼ିଆସୁଛି ଆଉ ଏକ ବିପଦ । ଏହି ଭାଇରସ ସାରା ବିଶ୍ୱରେ ଭୟଙ୍କର ତାଣ୍ଡବ ରଚିବ । ବୁଲଗେରିଆର ବିଶ୍ୱବିଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୨…