ସେପ୍ଟେମ୍ବର ୨୮ରେ ବଢ଼ିବ DA! ଘୋଷଣା କରିବେ କେନ୍ଦ୍ର ସରକାର, ଲକ୍ଷ ଲକ୍ଷ କର୍ମଚାରୀଙ୍କ ପକେଟ ହୋଇଯିବ ଗରମ
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଖାତାକୁ କେବେ ଆସିବ ବୃର୍ଦ୍ଧିତ ଡିଏ…