“ଘାସ ଖା,ନାଳ ପାଣି ପିଇ”, ଦଳିତଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା, ନିନ୍ଦା କଲେ ରାହୁଲ ଗାନ୍ଧୀ
ଗଞ୍ଜାମ: ଦୁଇଜଣ ଦଳିତ ପୁରୁଷଙ୍କୁ ନିର୍ମମ ଶାରୀରିକ ଏବଂ ମାନସିକ ନିର୍ଯାତନା। ସେମାନଙ୍କୁ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଯିବାକୁ, ଘାସ ଖାଇବାକୁ ଏବଂ ନାଳ ପାଣି ପିଇବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ।…