କାହାର ହେବ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ? ଏଥର ଲଢେଇ ବିଳ୍ପବ ପାତ୍ର ବନାମ ସିଦ୍ଧାନ୍ତ ମହାପାତ୍ର
ଓଡ଼ିଶା ଭାସ୍କର: ଘୋଷଣା ହୋଇଛି ବିଜେପି ପ୍ରାର୍ଥୀ ତାଲିକା । ବହୁ ଅପେକ୍ଷା ପରେ ଶେଷରେ ଆଜି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦଳ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା…