ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍
ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବେ ସାଲାରୀ ଆକାଉଣ୍ଟ ଖୋଲାଯାଇଥାଏ । ଏହା ସାଧାରଣତଃ ରେଗୁଲାର ବ୍ୟାଙ୍କ ଆକାଉଣ୍ଟଠାରୁ ଅଲଗା ହେବା ସହ ଏଥିରେ ଅନେକ ଫାଇଦା ମିଳିଥାଏ…