• Likes
  • Followers
  • Subscribers
  • Followers
  • Android App
  • Wednesday, July 16, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍

ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍

By Manas Pradhan Last updated Sep 25, 2021 at 12:34 PM
Share

ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବେ ସାଲାରୀ ଆକାଉଣ୍ଟ ଖୋଲାଯାଇଥାଏ । ଏହା ସାଧାରଣତଃ ରେଗୁଲାର ବ୍ୟାଙ୍କ ଆକାଉଣ୍ଟଠାରୁ ଅଲଗା ହେବା ସହ ଏଥିରେ ଅନେକ ଫାଇଦା ମିଳିଥାଏ । ମାତ୍ର ଏହି ଫାଇଦା ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ ସାଲାରୀ ଆକାଉଣ୍ଟର ଫାଇଦା ବିଷୟରେ ସୂଚନା ଦେଇନଥାଏ । ଏସବିଆଇ ସାଲାରୀ ଆକାଉଣ୍ଟରେ କର୍ପୋରେଟ, ହସ୍ପିଟାଲ, ହୋଟେଲ ଆଦି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ବେନିଫିଟ୍ ମିଳିଥାଏ । ଉକ୍ତ ଫାଇଦାଗୁଡ଼ିକ ମଧ୍ୟରେ- ଜିରୋ ବାଲାନ୍ସ ଆକାଉଣ୍ଟ, ଯେ କୌଣସି ବ୍ୟାଙ୍କ ଏଟିଏମରୁ ଫ୍ରି ଅନଲିମିଟେଡ ଟ୍ରାଞ୍ଜାକସନ, ଫ୍ରି ଏଟିଏମ କମ୍ ଡେବିଟ୍ କାର୍ଡ, ଜଏଣ୍ଟ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଏଟିଏମ କାର୍ଡ, ଫ୍ରି ମଲ୍ଟିସିଟି ଚେକ, ଲକର ଚାର୍ଜ ଉପରେ ୨୫ ପ୍ରତିଶତ ଛାଡ଼, ଫ୍ରିରେ ଡ୍ରାଫ୍ଟ, ଏସଏମଏସ ଆଲର୍ଟ, ଅନଲାଇନ ନିଫ୍ଟ/ଆରଟିଜିଏସ, ୨ ମାସର ସାଲାରୀ ଉପରେ ଓଭରଡ୍ରାଫ୍ଟର ସୁବିଧା ଆଦି ଅନ୍ତର୍ଭୁକ୍ତ । ସାଲାରୀ ଆକାଉଣ୍ଟରେ ମଧ୍ୟ ଆହୁରି ଅନେକ ଲାଭ ମିଳିଥାଏ । ଜାଣନ୍ତୁ ସେସବୁ:-

ଏହାଛଡ଼ା ଯଦି ଆପଣଙ୍କ ପାଖରେ ଅଧିକ ଅର୍ଥ ମହଜୁଦ ରହିଛି, ତେବେ ଆପଣ ୱେଲଥ୍ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ଡେଡିକେଟେଡ୍ ୱେଲଥ୍ ମାନେଜର ପ୍ରଦାନ କରିଥାଏ, ଯିଏକି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ଦେଖାଶୁଣା କରିଥାନ୍ତି । ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଆକାଉଣ୍ଟ ଟ୍ରାନ୍ସଫର କରିବା ପ୍ରୋସେସ୍ ଅତି ସହଜ ହୋଇଥାଏ । ସାଲାରୀ ଆକାଉଣ୍ଟ ଖୋଲିବା ପାଇଁ ଆପଣ କୌଣସି କର୍ପୋରେଟ, ସରକାରୀ ବିଭାଗ, ପିଏସୟୁରେ କାର୍ଯ୍ୟ କରୁଥିବା ଆବଶ୍ୟକ । ଏଥିସହ ଗ୍ରାହକଙ୍କର ଉକ୍ତ ବ୍ୟାଙ୍କରେ କୌଣସି ଅନ୍ୟ ଆକାଉଣ୍ଟ ନଥିବା ଦରକାର । ସେଫ ଡିପୋଜିଟ୍ ଲକର, ସ୍ୱାଇପ୍ ଇନ, ସୁପର ସେଭର ଫାସିଲିଟି, ଫ୍ରି ଇନଷ୍ଟାଅଲଟର୍ସ, ଫ୍ରି ପାସବୁକ ଓ ଫ୍ରି ଇମେଲ ଷ୍ଟେଟମେଣ୍ଟ ପରି ସୁବିଧା ମଧ୍ୟ ବ୍ୟାଙ୍କ ପ୍ରଦାନ କରିଥାଏ ।

Share

Prev Post

ଅରିନ୍ଦମଙ୍କ ଶେଷ ଦର୍ଶନ ପାଇଁ ଆସି କ’ଣ କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଭିଡିଓ

Next Post

୧୦ ମିନିଟରେ ପିଇଦେଲେ ଦେଢ଼ ଲିଟର୍ କୋଲ୍ଡ ଡ୍ରିଙ୍କ୍ସ, ୬ ଘଣ୍ଟାପରେ ଯୁବକଙ୍କ ଚାଲିଗଲା ଜୀବନ; ଡାକ୍ତର କହିଲେ ଏପରି

You might also like More from author
Top Stories

ନୀଳ କଲମ, ଧଳା ପ୍ୟାଣ୍ଟ… ପୋଲିସ ଷ୍ଟେସନରୁ ଫେରିବା ପରେ ଆତ୍ମହତ୍ୟା କଲେ ଯୁବକ, ପ୍ୟାଣ୍ଟରେ…

Featured

Airtel vs Jio vs Vi: ଜାଣନ୍ତୁ କିଏ ସବୁଠାରୁ ଶସ୍ତା OTT ପ୍ଲାନ୍ ପ୍ରଦାନ କରେ, ମିଳିଥାଏ ଏହି…

Breaking News

ଗୁରୁ ନାଁରେ କଳଙ୍କ; ନିଜ ଛାତ୍ରୀଙ୍କୁ ଝୁଣି ଖାଇଲେ, ଭିଡ଼ିଓ ବି କଲେ, ଶେଷରେ ନିଜ ବନ୍ଧୁ ବି…

ଦେଶ

ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କହିଲେ ତୁମେ ଆମ ଦେଶର…

Breaking News

ଘନ କେଶ ଚାହୁଁଛନ୍ତି କି? 8 ସପ୍ତାହରେ ପିଆଜ ରସ କରିବ ଚମତ୍କାର, ଖୋଦ ଜାବେଦ ହବିବ କହିଛନ୍ତି…

Breaking News

ବଞ୍ଚିଥିଲାବେଳେ ନେଲେନି; ମଲାପରେ ସରକାର ନେବେ ବଡ଼ ନିଷ୍ପତ୍ତି! ପାର୍ଟି କାର୍ଯ୍ୟାଳୟରେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଏହି ଷ୍ଟାର ଖେଳାଳିଙ୍କ ପତ୍ନୀ ଦେଲେ ବଡ଼ ବୟାନ,…

ନୀଳ କଲମ, ଧଳା ପ୍ୟାଣ୍ଟ… ପୋଲିସ…

ତେଲ କିମ୍ୱା ଘିଅରେ ନୁହେଁ, ଏଣିକି ପାଣିରେ…

ଝଡ଼ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଲିଅନ୍…

Airtel vs Jio vs Vi: ଜାଣନ୍ତୁ କିଏ ସବୁଠାରୁ…

ଗୁରୁ ନାଁରେ କଳଙ୍କ; ନିଜ ଛାତ୍ରୀଙ୍କୁ ଝୁଣି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ନୀଳ କଲମ, ଧଳା ପ୍ୟାଣ୍ଟ… ପୋଲିସ…

Airtel vs Jio vs Vi: ଜାଣନ୍ତୁ କିଏ ସବୁଠାରୁ…

ଗୁରୁ ନାଁରେ କଳଙ୍କ; ନିଜ ଛାତ୍ରୀଙ୍କୁ ଝୁଣି…

ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା…

Prev Next 1 of 27,804
© 2025 - TK Digital All Rights Reserved.