ବିଳାସପୂର୍ଣ୍ଣ ବିମାନ ଯାତ୍ରାର ମଜା ନେଇପାରିବେ କୁକୁର, ଜାଣନ୍ତୁ କୁକୁର ଏବଂ ମାଲିକଙ୍କ ପାଇଁ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ: କୁକୁର ମାଲିକଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ କୁକୁର କମ୍ପାନୀ ବାର୍କ(BARK) କୁକୁରଙ୍କ ପାଇଁ ଏକ ବିମାନ ସେବା ଲଞ୍ଚ୍ କରିଛି । ଏହି ବିମାନର ନାଁ ହେଉଛି BARK Air । ଏହି ବିମାନ ମାଧ୍ୟମରେ କୁକୁରଙ୍କୁ…