୫ଟି ବ୍ୟାଙ୍କର ବଡ଼ ଘୋଷଣା: ସ୍ଥାୟୀ ଜମାରେ ନିବେଶ ଉପରେ ମିଳିବ ୯.୫ ପ୍ରତିଶତ ସୁଧ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସବୁ ସମୟରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ସମୟରେ ମାର୍କେରେ ଶେୟାର ମ୍ୟାର୍କେଟ, ମ୍ୟୁଚୁଆଲ ଫଣ୍ଡ,…