ହୋଟେଲରେ ଭୟଙ୍କର ନିଆଁ, ୧୪ ଜୀବନ୍ତ ଦଗ୍ଧ, ଜୀବନ ବଞ୍ଚାଇବାକୁ ବିଲ୍ଡିଂରୁ ଡେଇଁଲେ ଲୋକେ
ନୂଆଦିଲ୍ଲୀ: କୋଲକାତାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଗତକାଲି ସନ୍ଧ୍ୟାରେ ବଡ଼ ବଜାର ଅଞ୍ଚଳର ମେଚୁଆ ଫଳ ପଟ୍ଟି ଅଞ୍ଚଳରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି…