Breaking News ରାଜ୍ୟର ପ୍ରଥମ ଅଂଶୁଘାତ ମୃତ୍ୟୁ: SRC କାର୍ଯ୍ୟାଳୟ ପକ୍ଷରୁ ସୂଚନା Manas Pradhan Apr 19, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଝଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ୪୩.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ…