ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୦୪ ଜଣଙ୍କୁ ମିଳିଲା ନିଯୁକ୍ତି: ନବନିଯୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୦୪ ଜଣଙ୍କୁ ନିଯୁକ୍ତି ମିଳିଛି । ୧୪୬ ଜଣ ପ୍ରାଣୀ ଚିକିତ୍ସକ, ୫୮୮ ଜଣ ପ୍ରାଣୀଧନ ନିରୀକ୍ଷକ, ୬୭ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ…