Breaking News ଆଜିଠାରୁ ଘରକୁ ଘର ବୁଲି ଟିକା ନେଇନଥିବା ଲୋକଙ୍କୁ ଖୋଜିବେ ସ୍ୱାସ୍ଥ୍ୟକର୍ମୀ Manas Pradhan Nov 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ଘରକୁ ଘର ବୁଲିବେ ସ୍ୱାସ୍ଥ୍ୟକର୍ମୀ । ଟିକାକରଣ ଅଭିଯାନକୁ ଜୋରଦାର ପାଇଁ ଆରମ୍ଭ ହୋଇଛି ‘ହର ଘର ଦସ୍ତକ ଅଭିଯାନ’ । ସ୍ୱାସ୍ଥ୍ୟକର୍ମୀମାନେ ମାନେ ପ୍ରତ୍ୟେକ…