‘ମୋ ନାତି ମତେ ଅଳିଆ ଗଦାରେ ଫୋପାଡ଼ିଦେଇ ଚାଲିଗଲା’, କାନ୍ଦି କାନ୍ଦି କହିଲେ ବୃଦ୍ଧା
ମୁମ୍ବାଇ: ପ୍ରାୟ 70-80 ବର୍ଷୀୟା ବୃଦ୍ଧାଙ୍କୁ ମାରି ଅଳିଆ ଗଦାରେ ଫୋପାଡ଼ିଦେଲା ନାତି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୁମ୍ବାଇର ଆରେ କଲୋନୀରେ। ସେଠାରେ ଏକ ଅଳିଆ ଗଦାରୁ ଜଣେ ବୃଦ୍ଧା ମହିଳାଙ୍କୁ ଉଦ୍ଧାର…