Breaking News Gemini AI ସର୍ଭିସ ଯୋଗାଇବ ଗୁଗଲର ଆଣ୍ଡ୍ରଏଡ ଆପ୍: ରୋଲ୍ ଆଉଟ ହେଲା ବଡ଼ ଅପଡେଟ Smruti Ranjan Apr 8, 2024 ନୂଆଦିଲ୍ଲୀ: ଗୁଗଲ ନିଜ ଆଣ୍ଡ୍ରଏଡ ଆପରେ ଏକ ବଡ଼ ପରିବର୍ତ୍ତନ କରିଛି । ଏହାର ଅପଡେଟ ପରେ ବର୍ତ୍ତମାନ ଆଇଓଏସ ଭଳି ଇଣ୍ଟରଫେସ୍ ଦେବ ଗୁଗଲର ଆଣ୍ଡ୍ରଏଡ ଆପ୍ । ଏଣିକି ୟୁଜର୍ସ ଖୁବ ସହଜରେ ଜେମିନି ଏଆଇକୁ ଆକ୍ସେସ…