OPSC ପକ୍ଷରୁ ଘୋଷଣା: ମେ ୫ରେ ହେବ ମୋଟର ଯାନ ଇନ୍ସପେକ୍ଟର ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମେ ମାସ ୫ ତାରିଖ (ରବିବାର) ଦିନ ମୋଟର ଯାନ ଇନ୍ସପେକ୍ଟର / ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ) / ଆସିଷ୍ଟାଣ୍ଟ ୱାର୍କସ ଇଞ୍ଜିନିୟର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏହି…