fbpx
BSKY SKY
BSKY SKY

OPSC ପକ୍ଷରୁ ଘୋଷଣା: ମେ ୫ରେ ହେବ ମୋଟର ଯାନ ଇନ୍ସପେକ୍ଟର ଲିଖିତ ପରୀକ୍ଷା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମେ ମାସ ୫ ତାରିଖ (ରବିବାର) ଦିନ ମୋଟର ଯାନ ଇନ୍ସପେକ୍ଟର / ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ) / ଆସିଷ୍ଟାଣ୍ଟ ୱାର୍କସ ଇଞ୍ଜିନିୟର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସମ୍ବନ୍ଧିତ ସବିଶେଷ ସୂଚନା ଆଗକୁ ଜାରି କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏଥିସହିତ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.