ଆଜିର ଦିନରେ ବିରାଟ କୋହାଲି ଆନ୍ତର୍ଜାତୀୟ କ୍ରିକେଟରେ କରିଥଲେ ଡେବ୍ୟୁ, ପୁରିଲା ୧୬ ବର୍ଷ, ଜାଣନ୍ତୁ କେମିତି ଥିଲା ଜର୍ଣ୍ଣି ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସେ ହେଉଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ସେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କ୍ୟାରିୟର ପ୍ରାରମ୍ଭରୁ ସେ କ୍ରିକେଟ ଦୁନିଆରେ ନିଜର…