ମୌଲାନାଙ୍କ ଅଜବ କାରନାମା; ମଦ୍ରାସା ନାଁରେ ଚାଲିଥିଲା ଠକେଇ, ଲୋକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା
ଲକ୍ଷ୍ନୌ: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିରୀହ ଲୋକଙ୍କ ବିଶ୍ୱାସର ଫାଇଦା ଉଠାଇ ଠକମାନେ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।
ଡିଜିଟାଲ ଆରେଷ୍ଟ ଏବଂ ନେଟ୍…