BIG BREAKING: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୪୦ ଜଣ ଆହତ ସୂଚନା
ଓଡ଼ିଶା ଭାସ୍କର(ଯାଜପୁର): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ପୋଲରେ ଘଟିଛି ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା । ବସଟି ପୋଲରୁ ଓଲଟି ତଳେ…