LICର ନୂଆ ସ୍କିମରେ ଶସ୍ତା ହେଲା ହୋମ ଲୋନ, ଘର କରିବାର ସ୍ୱପ୍ନ ପୂରଣ ହେବ ମାତ୍ର ଏତିକି ସୁଧରେ
ନୂଆଦିଲ୍ଲୀ: ଏଲଆଇସି ହାଉସିଂ ଫାଇନାନ୍ସ ଏହାର ନୂତନ ଗୃହ ଋଣ ଗ୍ରାହକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। LIC ସୁଧ ହାରରେ ୦.୫୦ ପ୍ରତିଶତ ଅର୍ଥାତ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି ।
ଏବେ ନୂତନ ଗୃହ ଋଣର ସୁଧ ହାର…